ଜମାରୁ ନୁହଁ ଅନ୍ଧାର ଏ ଜାଗା,
ଅବିଶ୍ୱସ୍ତ ନୁହଁ ଏଠି କେହି।
ଛାଇଛାଇକା ଖେଳ ଯାହା,
ଚାଲିଛି ଆଗଧାଡିରେ ପୂରା।
ସାପ ଶବ୍ଦରେ ଦୌରାତ୍ମ୍ୟ ସମୟର।
ପ୍ରେମ ରହିଛି ଦର୍ପଣରେ,
ଆଉ ଦର୍ପଣ ମାଟିରେ।
ତଥାପି ଏ ଜାଗା ବାସନାମୟ।
ଭର୍ତି ଗୋଲାପ ସବୁଠି।
ଆକାଶର ରଙ୍ଗରେ ସଙ୍ଗୀତମୟ ଜୀବନ,
ସଦା ସଂଘର୍ଷରେ ବି।ଅଛି ବଂଚିବାକୁ,
ଅଛି ସୁନ୍ଦରତା ମାପିବାକୁ,
ଅଛି ତାରାଙ୍କୁ ଡାକିବାକୁ,
ମଧ୍ୟାହ୍ନରେ ଏ ଅଗଣାକୁ।
This poem has not been translated into any other language yet.
I would like to translate this poem